ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସୁମଣ୍ଡଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଗୁଡୁଲିଙ୍କ କୃତିତ୍ଵ

0
368

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଗ୍ରାମ ର ରବୀନ୍ଦ୍ରନାଥ ଡାକୁଆ ଏବଂ ପୂର୍ଣ୍ଣବାସୀ ଡାକୁଆ ଙ୍କ ଝିଅ ସୁଶ୍ରୀ ଗୁଡୁଲି ଡାକୁଆ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ୭୦ ମାର୍କ ରଖି କୃତକାର୍ଯ୍ୟ ହୋଇ ବୃତ୍ତିପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗୁଡୁଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସୁମଣ୍ଡଳ ର ଛାତ୍ରୀ ଅଟନ୍ତି ।ସେ ଏହାର ଶ୍ରେୟ ତାଙ୍କ ପିତା ମାତା, ଗୁରୁଜୀ ଗୁରୁମା ଏବଂ ଟ୍ୟୁସନ ସାର୍ ଙ୍କୁ ଦେଇଛନ୍ତି । ଏଥିସହିତ ନିଜର ପିତା ମାତା, ଗୁରୁଜୀ ଗୁରୁମା ଙ୍କ ଆଶୀର୍ବାଦ ରେ ଏହି ସଫଳତା ହାସଲ କରିଛନ୍ତି ବୋଲି ଗୁଡୁଲି ପ୍ରକାଶ କରିଛନ୍ତି । ଏ ନେଇ ତାଙ୍କର ପିତା ମାତା, ବିଦ୍ୟାମନ୍ଦିରର ଗୁରୁଜୀ ଗୁରୁମା ମାନେ ଖୁସିବ୍ୟକ୍ତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here