ପାରଳାଖେମୁଣ୍ଡି ପୈରନିର୍ବାଚରେ ବିଜୁ ଜନତା ଦଳ ର ପ୍ରର୍ଥିନୀ ଶ୍ରୀ ମତି ନିର୍ମଳା ସେଠି ନିର୍ବାଚିତ।

0
414

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଥିବା ପୈରପରିଷଦ ର ସଭ୍ୟ ସଭ୍ୟା ଏବଂ ଅଧ୍ୟକ୍ଷା ପଦ ନିମନ୍ତେ ନିର୍ବାଚନ ଗତ ଗୁରୁବାର ଦିନ ୨୪ତାରିଗରେ ହୋଇ ଜାଇଥିଲା। ତାହାର ଫଳାଫଳ ଆଜି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଧିବଦ୍ଧ ଘୋଷଣା କରାଯାଇଥିଲା। ଆଜିର ଏହି ପୈର ନିର୍ବାଚନ ପ୍ରକ୍ରିୟାରେ ଗୋଟିଏ ଅଧ୍ୟକ୍ଷା ଏବଂ ୧୬ଗୋଟି ସଂଖ୍ୟା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପାରଳାଖେମୁଣ୍ଡି
ପୌରାଧ୍ୟିକ୍ଷା ପଦବି ନିମନ୍ତେ ନିର୍ମଳା ସେଠୀ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚିତ ହୋଇଥିବା ବେଳେ ପାରଳା ପୈରପରିଷଦର ମୋଟ ୱାର୍ଡ ସଂଖ୍ୟା – ୧୬ଗୋଟିରୁ ନିର୍ବାଚନ ଅଧିକାରୀ ଙ୍କ ସୂଚନା ଅନୁସାରେ ବିଜୁ ଜନତା ଦଳ ପକ୍ଷରୁ ୧୪ଗୋଟି ସ୍ଥାନ ଅଧିକାର କରିଥିବା ବେଳେ ଭାରତୀୟ ଜନତା ଦଳ ପକ୍ଷରୁ ବିଜେପି – 0୨ଗୋଟି ସ୍ଥାନ ଅଧିକାର କରିଛି। ସେହି ପରି କଂଗ୍ରେସ ଏବଂ ସ୍ବାଧୀନ ଭାବରେ କୈାଣସି ବ୍ୟକ୍ତି ଖାତା ଖୋଲି ପାରିଲେ ନାହିଁ। ଆଜିର ଏହି ବିଜୟ ଘୋଷଣା ସରିଥିବା ମଧ୍ୟରେ ବିଜୟି ପ୍ରାର୍ଥି ଙ୍କ ନାମ ସର୍ବସମ୍ମତିକ୍ରମେ ,ୱଡ଼ନମ୍ବର 0୧,ପି.ଆମପଲାମ୍ମା (ବିଜେଡି) ,ୱଡ ନମ୍ବର ୦୨-କେ.ଝାନ୍ସି (ବିଜେଡି) ୱଡ ନମ୍ବର ୦୩ବିଭୁତିଭୂଷଣ ବେହେରା (ବିଜେପି) ୱଡ ନମ୍ବର0୪-ବାଳକୁଷ୍ଣ ପାତ୍ର (ବିଜେପି) ୱନମ୍ବର ୦୫ ନାଗବଂଶ ନିଲାନ୍ଦ୍ରୂ (ବିଜେଡି) ୱଡ ନମ୍ବର ୦୬ ଜି.ଭେଙ୍କେଟ ରାବାନା (ବିଜେଡି) ୱଡ ନମ୍ବର ୦୭-ଧରିତ୍ରୀ ଶବର (ବିଜେଡି) ୱଡ ନମ୍ବର ୦୮-କେ.ରୋହୀଣି (ବିଜେଡି) ୱଡ ନମ୍ବର ୦୯-ଇ.ନାରାୟଣରାଓ ବେହେରା (ବିଜେଡି) ୱଡ ନମ୍ବର ୧୦-ଶକୁନ୍ତଳା ବେହେରା (ବିଜେଡି) ନିର୍ଦୋନ୍ଦରେ ବିଜୟୀ ୱଡ ନମ୍ବର ୧୧-ପଶନ୍ନ ପାତ୍ର (ବିଜେଡି) ୱଡ ନମ୍ବର ୧୨
-ପି.ଉମା ଶଙ୍କର (ବିଜେଡି) ୱଡ ନମ୍ବର ୧୩-ଲେଙ୍କା ମଧୁ (ବିଜେଡି) ୱଡ ନମ୍ବର ୧୪-ଜୋତ୍ରୀର୍ମୟୀ ଦାସ (ବିଜେଡି) ୱଡ ନମ୍ବର ୧୫-ସୁଜିତ ତ୍ରୀପାଠୀ (ବିଜେଡି)ୱଡ ନମ୍ବର ୧୬-ଭ.ରାମାରାଓ (ବିଜେଡି) ନିର୍ବାଚିତ ହୋଇଥିବା ନେଇ ଦଳୀୟ କର୍ମୀମାନଙ୍କ ଉସ୍ଛାହର ସୁଅ ଛୁଟିଥିଲା ସମସ୍ତଙ୍କ ମୁହଁରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଭାବମୂର୍ତ୍ତି ନୀତି ଆଦର୍ଶ କୁ ହିଁ ପରିପ୍ରକାଶ କରିଥିଲେ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here