ବୁଗୁଡା ଏନଏସି ରେ ବିଜୁ ଜନତା ଦଳର ବାଜିମାତ

0
304

ବୁଗୁଡା :ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ ବିଜୁଜନତା ଦଳର ଚିତ୍ରସେନ ପ୍ରଧାନ ୪୦୯୩ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି। ମୋଟ ୧୩ ଟି ୱାର୍ଡରୁ ୧୧ ଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବା ବେଳେ ୨ ଟି ୱାର୍ଡରେ ବିଜେପି ବିଜୟୀ ହୋଇଛି।
* ଅଧ୍ୟକ୍ଷ – ଚିତ୍ରସେନ ପ୍ରଧାନ ( ବିଜେଡି )
୧ ୱାର୍ଡ – ଟିକିନା ସେଠୀ ( ବିଜେଡି )
୨ ୱାର୍ଡ – ବିନୋଦିନି ନାଇକ ( ବିଜେଡି )
୩ ୱାର୍ଡ – ପୂଜାରାଣୀ ପାଣିଗ୍ରାହୀ ( ବିଜେଡି )
୪ ୱାର୍ଡ – ସସ୍ମିତା କୁମାରୀ ଜେନା ( ବିଜେଡି )
୫ ୱାର୍ଡ – ଭାଗ୍ୟଲତା ମହାନ୍ତି ( ବିଜେପି )
୬ ୱାର୍ଡ – ସ୍ୱପ୍ନା କୁମାରୀ ଦାଶ ( ବିଜେପି )
୭ ୱାର୍ଡ – ଆଶୁତୋଷ ବଢ଼େଇ ( ବିଜେଡି )
୮ ୱାର୍ଡ – ସୁମିତ୍ରା ପାତ୍ର ( ବିଜେଡି )
୯ ୱାର୍ଡ – ଉର୍ମିଳା ସାହୁ ( ବିଜେଡି )
୧୦ୱାର୍ଡ – ଗୀତାଞ୍ଜଳୀ ପାଢ଼ୀ ( ବିଜେଡି )
୧୧ୱାର୍ଡ – ରିଭା ସ୍ବାଇଁ ( ବିଜେଡି )
୧୨ୱାର୍ଡ – ପିଙ୍କି ନାହାକ ( ବିଜେଡି )
୧୩ୱାର୍ଡ – ବବୃ ପ୍ରଧାନ ( ବିଜେଡି ) (ଅପ୍ରତିଦ୍ବନ୍ଦୀ)

LEAVE A REPLY

Please enter your comment!
Please enter your name here