ଗଜପତି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ କୁନ୍ତଳା ମଲ୍ଲିକ ନିର୍ଦନ୍ଦରେ ମନୋନୀତ

0
305

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା ପରିଷଦ ସମ୍ମୀଳନୀ କକ୍ଷରେ ଆଜି ଜିଲ୍ଲା ପରିଷଦ ନିର୍ବାଚୀତ ସଭ୍ୟ ସଭ୍ୟା ଙ୍କ ଉପାଦକ୍ଷ ପଦ ନିମନ୍ତେ ଗଜପତି ଜିଲ୍ଲା ରେ ମୋହନା ନିର୍ବାଚନ ମଣ୍ଡଳୀ ଅଡବା ଜନ୍ ନଂ ୮ ର କୁନ୍ତଳା ମଲ୍ଲିକ ଙ୍କୁ ନୀର୍ଦନ୍ଦରେ ଉପାଧକ୍ଷ ଭାବେ ମନୋନୀତ କରାଗଲା.ଏହାକୁ ସର୍ବ ସମ୍ମତି କ୍ରମେ ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଘୋଷଣା କରି ପ୍ରମାଣ ପତ୍ର ଦାଖଲ କରିଥିଲେ ।ଏହି ପ୍ରକ୍ରିୟାରେ ଆଜି ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ,ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ,ନିର୍ବାଚନ ମଙ୍ଗ ଧରିଥିବା ହାଇଟେକ୍ ଗ୍ରୁପ୍ ଚେୟାର ମେନ୍ ଶ୍ରୀ ଡ. ତିରୁପତି ପାଣିଗ୍ରାହୀ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ ଯୁବ ସଭାପତି ଏସ ଲିଙ୍ଗରାଜ,ବରିଷ୍ଟ ନେତା ବସନ୍ତ ଦାସ, ଅନ୍ତର୍ଯ୍ୟାମୀ ଗୋମାଙ୍ଗ ସବୁ ଜିଲ୍ଲାପରିଷଦ ସଭ୍ୟ ଓ ସଭ୍ୟା, ରାଜ ଜେମା ସୁଶ୍ରୀ କଲ୍ୟାଣୀ ଦେବୀ ଯୋଗ ଦେଇଥିଲେ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here