ବେଗୁନିଆପଡା ରେ ନୂତନ ଗୋଷ୍ଠି ଶିକ୍ଷାଧିକାରୀ ଙ୍କ ଯୋଗଦାନ

0
338

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ରେ ଆଜି ନୂତନ ଗୋଷ୍ଠି ଶିକ୍ଷାଧିକାରୀ ଭାବେ ଶ୍ରୀ ସିତାରାମ ପାତ୍ର କାର୍ଯ୍ୟ ରେ ଯୋଗ ଦେଇଛନ୍ତି । ଶ୍ରୀ ପାତ୍ର ଆଗରୁ ଛତ୍ରପୁର ରେ କାର୍ଯ୍ୟରତ ଥିଲେ ।ପୂର୍ବରୁ ଏଠାରେ କାର୍ଯ୍ୟରତ ଗୋଷ୍ଠି ଶିକ୍ଷାଧିକାରୀ ଙ୍କ ଶ୍ରୀ କମଳାକାନ୍ତ ସାହୁଙ୍କ ଅବସରରେ ପରେ ତାଙ୍କ ସ୍ଥାନରେ ଯୋଗ ଦେଇଛନ୍ତି ଶ୍ରୀ ପାତ୍ର । ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଶ୍ରୀ ପାତ୍ରଙ୍କୁ ପୁଷ୍ପ ଗୁଛ ଏବଂ ଉପଢୌକନ ଦେଇ କର୍ମକର୍ତ୍ତା ମାନେ ସମ୍ବଦ୍ଧିର୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here