ବୃଦ୍ଧ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

0
231

ଭଞ୍ଜନଗର : ତାରସିଂ ଥାନା ଅଧୀନ ବଡ଼ଗୁଣ୍ଡୁରୀ ବାଡ଼ି ଗ୍ରାମରେ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ ବୃଦ୍ଧ ଜଣଙ୍କ ହେଲେ ବିନୋଦ ପ୍ରଧାନ(୭୦) । ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ଙ୍କ ସୂଚନା ପ୍ରକାରେ ବୁଧବାର ଅପରାହ୍ନ ୨ଟା ବେଳେ ବିନୋଦ ନିଜ ପଦର କୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଗୁରୁବାର ସକାଳୁ ଉକ୍ତ ପଦର ରେ ଥିବା ଏକ ମହୁଲ ଗଛରେ ବିନୋଦ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଂଚି ମୃତ ଦେହ ଜବତ କରି କେସ ନମ୍ବର ୦୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଭଞ୍ଜନଗର ମେଡ଼ିକାଲ ରେ ବ୍ୟବଚ୍ଛେଦ କରାଇ ପରିବାର ଵର୍ଗ କୁ ହସ୍ତାନ୍ତର କରାଯାଇଥିବା ଥାନା ଅନ୍ତର୍ଗତ ଶ୍ରୀ ଦାସ କହିଛନ୍ତି

LEAVE A REPLY

Please enter your comment!
Please enter your name here