ଜଙ୍ଗଲ ମଧ୍ୟରେ ଚାଲିଥିବା ଦେଶୀ ମଦ ଭାଟିରେ ଚଢ଼ାଉ,ଜଣେ ଗିରଫ

0
270

ଭଞ୍ଜନଗର:ଭଞ୍ଜନଗର ଅବକାରୀ ଥାନା ଅନ୍ତର୍ଗତ ବିରିପଦର ଜଙ୍ଗଲ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଦେଶୀ ମଦ ଭାଟି ଉପରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଓଆଇସି ରମ୍ଭା ବାଗ ଙ୍କ ନେତୃତ୍ୱରେ ଏକ ଟିମ ସେଠାରେ ଚଢ଼ାଉ କରି ବିପୁଳ ପରିମାଣର ମଦ ପୋଚ ନଷ୍ଟ କରିଛି। ୩୧୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରିବା ସହ ୫୦ ଲିଟର ହାତ ରନ୍ଧା ଦେଶୀ ମଦ ଓ ବ୍ୟବହୃତ ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ। ଏ ନେଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଓଆଇସି ରମ୍ଭା ବାଗ ପ୍ରକାଶ କରିଛନ୍ତି

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here