ନୃସିଂହନାଥ ମନ୍ଦିର ରେ ଅଁଳା ନବମୀ ରେ ଛପନ ଭୋଗ ପ୍ରସ୍ତୁତି

0
257

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ କାରଣ ସାହିରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ନୃସିଂହନାଥ ମନ୍ଦିର ରେ ରାଧାରାଣୀଙ୍କ ପୂଜା ଅର୍ଚ୍ଚନା ହେଉଛି ଆଜି ପବିତ୍ର କାର୍ତ୍ତିକ ମାସ ରେ ଅଁଳା ନବମୀ ଉତ୍ସବକୁ ବହୁତ ଧୁମଧାମରେ ପାଳନ କରାଯାଇଛି ଏହି ଅବସରରେ  ପ୍ରଭୁ ଶ୍ରୀକୃଷ୍ଣଙ୍କ ସହିତ ରାଧାରାଣୀ ଙ୍କ ପାଦଦର୍ଶନ ସହ ଛପନ ଭୋଗ ମଧ୍ୟ ପ୍ରସ୍ତୁତି କରାଯାଇଥିଲା। ଏହି ପବିତ୍ର କାର୍ତ୍ତିକ ମାସ ଅଁଳା ନବମୀ ଦିନ ରାଧାରାଣୀଙ୍କ ପ୍ରସିଦ୍ଧ ପାଦଦର୍ଶନ ରେ ଭକ୍ତଙ୍କ ଭିଡ଼ ଜମିଛି ଯାହା କି ବର୍ତମାନ କୋରନା ନିୟମାବଳୀକୁ ଅନୁସରଣ କରି ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନା କରିଥିଲେ ଏହି ମନ୍ଦିର ର ଭକ୍ତ ମାନେ ତଥା ରାମନାଥ ସାହୁ ଏବଂ ମନ୍ଦିରର ମହନ୍ତ ମହାରାଜ ଙ୍କ ଉପସ୍ଥିତି ରେ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here