ବ୍ରହ୍ମପୁର: ବ୍ରହ୍ମପୁର ଜିଲ୍ଲା ଅବକାରୀ ଦ୍ୱାରା ଭିଜିଲାନ୍ସ ସପ୍ତାହ ଜିଲ୍ଲା କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି।ଏଥିରେ ଜିଲ୍ଲା ଅବକାରୀ ନିରୀକ୍ଷକ ରମେନ୍ଦ୍ର ନାରାୟଣ ନାଏକ ସମସ୍ତ କର୍ମଚାରୀ ଙ୍କୁ ଦୁର୍ନୀତି ନିବାରଣ ନେଇ ଶପଥ ପାଠ କରାଇଥିଲେ।ଉପ ନିରୀକ୍ଷକ ବିମ୍ବାଧର ପଣ୍ଡା,ଇନ୍ସପେକ୍ଟର ମିହିର ସେଠୀ, ଅର୍ଜୁନ ମଲ୍ଲିକ ଙ୍କ ସମେତ ଅନ୍ୟ ସମେତ କର୍ମଚାରୀ ଉପସ୍ଥିତ ଥିଲେ।