ବେଲଗୁଣ୍ଠାରେ ଗଜଲକ୍ଷ୍ମୀ ପୂଜା

0
226

ବେଲଗୁଣ୍ଠା: କୋଭିଡ କଟକଣା ଭିତରେ ପାର୍ବଣ ଫିକା ପଡ଼ିଥିବା ବେଳେ କୋଭିଡ ମାର୍ଗଦର୍ଶିକା ଅନୁପାଳନରେ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ସହରର ଶୁଖୁଆ ମାର୍କେଟ୍ ଏବଂ ନୁଆଁ ବସ୍ ଷ୍ଟାଣ୍ଡ ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି I ଶୁଖୁଆ ମାର୍କେଟ ପୂଜାରେ କମିଟି ସଦସ୍ୟ ସୁଶାନ୍ତ କୁମାର ବେହେରା,ଦିଲ୍ଲୀପ କୁମାର ସାହୁ, ଦେବରାଜ ପଟ୍ଟନାୟକ ପ୍ରମୁଖ ସହଯୋଗ କରୁଥିବା ବେଳେ ନୁଆଁ ବସ୍ ଷ୍ଟାଣ୍ଡ ପୂଜା କମିଟି ବସ୍ ଷ୍ଟାଣ୍ଡ ପୂଜାରେ ସହଯୋଗ କରୁଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here