ପାୟୋନିୟର ତରଫରୁ ମକା ଅମଳ ଦିବସ ପାଳନ

0
267

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା )ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଖୁଟୁଵାଇ ପଞ୍ଚାୟତ ଅନ୍ତର୍ଗତ ଫୁଲପଦର ଗ୍ରାମରେ ଆଜି ପାୟୋନିୟର କମ୍ପାନୀ ପକ୍ଷରୁ କୋଭିଟ୍ ନିୟମ ମାନି ମକା ଅମଳ ଦିବସ ପାଳିତ ହୋଇଯାଇଛି । ଏ ଅଞ୍ଚଳର ଚାଷୀ ଚଳିତ ବର୍ଷ ବହୁ ମାତ୍ରାରେ ପାୟୋନିୟର ମକା P3401 ମକା ଲାଗାଇ ଅଧିକରୁ ଅଧିକ ଅମଳ ହେଇଥିବା ଦେଖିବାକୁ ମିଳିଛି ।ଆସନ୍ତା ବର୍ଷ ରେ ଏହି ମକା ଲଗାଇ ବାପାଇଁ କୃଷକମାନଙ୍କୁ ତାଲିମ୍ ଦିଆଯାଇଥିଲା । ଏଥିରେ ନବରଙ୍ଗପୁର TBLସୋମ୍ୟ କାନ୍ତ ହୋତା ,କୋଡିଙ୍ଗା MDR ପ୍ରଶାନ୍ତ କୁମାର ନାୟକ ଓ ମନୋଜ କୁମାର ନାୟକ ଅଂଶ ଗ୍ରହଣ କରିଥିଲେ । ଅଞ୍ଚଳର ଅନେକ ମକା ଚାଷୀ ଆଜିର କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here