କରୋନା କଟକଣା ଭିତରେ ଚିଙ୍ଗୁଡ଼ିଖୋଲରେ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା

0
324

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ଗାଁରେ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି। ଚିଙ୍ଗୁଡ଼ିଖୋଲ ଗ୍ରାମବାସୀଙ୍କ ସହଯୋଗରେ କରନା ଗାଇଡ୍ ଲାଇନ୍ ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଧରା ପୃଷ୍ଠକୁ ଜଗତଜନନୀ ମା ଦୁର୍ଗାଙ୍କ ଅଗମନଙ୍କୁ ନେଇ ଚଳଚଞ୍ଚଳ ହୋଇଛି ପୂଜା ମଣ୍ଡପ । ନାଁ ଅଛି ସାଜସଜ୍ଜା, ନାଁ ଭକ୍ତଙ୍କ ଗହଳି । ମହାନବମୀରେ ଆରମ୍ଭ ହୋଇଥିବା ମହାମାୟାଙ୍କ ଆରାଧନାରେ ପୂଜା ମଣ୍ଡପରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here