ମୋ ଲେଖା ମୋ ଦୁନିଆଁ ସାହିତ୍ୟ ପରିବାର ଆନୁକୁଲ୍ୟରେ ଆୟୋଜିତ ହେଲା ଅନଲାଇନ କବିତା ପ୍ରତିଯୋଗିତା

0
436

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ଗଣପର୍ବ ନୂଆଖାଇ ଏବଂ ଗଣେଶ ପୂଜା ଉପଲକ୍ଷେ ମୋ ଲେଖା ମୋ ଦୁନିଆ ସାହିତ୍ୟ ପରିବାର ଦ୍ଵାରା ଅନଲାଇନ ମାଧ୍ୟମ ରେ ଗୋଟେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ଚଳଚ୍ଚିତ୍ର, ସିରିଏଲ୍ ,ଯାତ୍ରା ଅଭିନେତା ଶ୍ରୀଯୁକ୍ତ ଦୈତାରି ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଓଡ଼ିଶାର କବି ଏବଂ କବିୟତ୍ରୀ ମାନଙ୍କୁ ସମର୍ଦ୍ଧନା ଜଣାଇଥିଲେ ତା ସହିତ ପୁଲିସ ଇଣ୍ଟେଲିଜେନ୍ସ ବିଭାଗ ରେ କାର୍ଯରତ ଚନ୍ଦ୍ରକାନ୍ତ ବିଶ୍ଵାଳ(ମାର୍ଗଦର୍ଶକ) ଉପଦେଷ୍ଟା ଭାରତୀ ରଥ,ଭବାନୀ ଶଙ୍କର ନିହାଲ,ପ୍ରତିଷ୍ଠାତା ଖୁସିରାମ ସାହୁ(କଳାହାଣ୍ଡି) ଦୁର୍ଗା ଶଙ୍କର ଦେ ସମ୍ପାଦକ ଉପସ୍ଥିତ ରହିଥିଲେ କବିତା ଆସର ଗଣପର୍ବ ରେ ଶ୍ରୀଗଣେଶ ଉପରେ ଆଧାରିତ କବିତା ପ୍ରସ୍ତୁତ କରାଯାଇଥିଲା ଏବଂ ଓଡ଼ିଶା ର କବି ଗଞ୍ଜାମ ରୁ ଅଜିତ କୁମାର ତ୍ରିପାଠୀ,ନଳିନୀ ପ୍ରଭା ମିଶ୍ର, ରାମଚନ୍ଦ୍ର ପ୍ରଧାନ,ମମତାରାଣୀ ଶତପଥୀ,ଅମୂଳ କୁମାର ଦାଶ,ଯାଜପୁର ରୁ ଅନସୂୟା ମଲ୍ଲିକ,ଜଗଦୀଶ ଶତପଥୀ,ମୁକ୍ତିରାଣୀ ଦେବତା,ସୁରେନ୍ଦ୍ର କୁମାର ବେହେରା,ବାଲେଶ୍ୱର ରୁ ପ୍ରମୋଦିନୀ ପରିଚ୍ଛା,ସୁଜାତା ଦାସ,ରାୟଗଡା ରୁ ସୁବାସ ଚନ୍ଦ୍ର ସାହୁ,ନୟାଗଡ଼ ରୁ ସୁରେଶ କୁମାର ପରିଡା,ନୀହାରିକା ପଣ୍ଡା, ଅଶୋକ କୁମାର ନାୟକ,ସନାତନ ମହାକୁଡ଼,ବରଗଡ଼ ରୁ ଜିତେନ୍ଦ୍ରୀୟ ସାହୁ,ବେଦବ୍ୟାସ ମେହେର,ଡ଼ ଅବନୀ କାନ୍ତ ସାହୁ,ଚନ୍ଦନ ସୋନୀ,କଟକ ରୁ ରାଜକିଶୋର ମୁଣ୍ଡି, ଶ୍ଵେତପଦ୍ମା ପ୍ରଧାନ,ବଲାଙ୍ଗୀର ରୁ କୌସ୍ତୁଭ ଜାଲ,ରାଜିବ କୁମାର ପଟେଲ,ଶରତ ମନହିରା,ବିଜୟ କୁମାର ତାଣ୍ଡି,ଜଗତସିଂହପୁର ରୁ ପ୍ରଜ୍ଞାଲୀନ ସାହୁ, କଣ୍ଡୁରୀ ଚରଣ ନାୟକ,କେନ୍ଦ୍ରାପଡ଼ା ରୁ ସୁରେନ୍ଦ୍ର ଜେନା, ପ୍ରଶାନ୍ତ କୁମାର ନାଥ,ଗୋବିନ୍ଦ ବେହେରା,ମନୋଜ କୁମାର ଦାସ,ଭଦ୍ରକ ରୁ ସରୋଜ କୁମାର ଓଝା, କୈଳାଶ ବେହେରା,କଳାହାଣ୍ଡି ରୁ କମଳିନୀ ଚଣ୍ଡୀ,ହୃଦାନନ୍ଦ ସୁନାନୀ,ଚନ୍ଦନ ସାହୁ,ଶୁଭଶ୍ରୀ ସାହୁ,ଅନ୍ତର୍ଯ୍ୟାମୀ ସାହୁ,ପ୍ରିୟଦର୍ଶିନୀ ମିଶ୍ର, ଗୀତାରାଣୀ ମିଶ୍ର, ସୁଧାଂଶୁ ରଞ୍ଜନ ସାହୁ,ଅଗ୍ନି କୁମାର ସାହୁ,ଢେଙ୍କାନାଳ ରୁ ଅରୁନ୍ଧତୀ ଲେଙ୍କା,ସମ୍ବଲପୁର ରୁ ଜ୍ଞାନେନ୍ଦ୍ରୀୟ ଦାଶ, ପିଙ୍କୁ ରଣବିଡା, ପୁରୀ ରୁ ରାକେଶ କୁମାର ଦାସ,ମୟୁରଭଞ୍ଜ ରୁ ଡ଼. ସଂଜୀବ କୁମାର ପାଣିଗ୍ରାହୀ, ଅନୁଗୋଳ ରୁ କୁମାର ସ୍ୱାଇଁ,କେନ୍ଦୁଝର ରୁ ଜିତେନ୍ଦ୍ର କୁମାର ପାତ୍ର,ରତିନାରାୟଣ ରାଉତ,ମାଲକାନଗିରି ରୁ ଭାବଗ୍ରାହୀ ତ୍ରିପାଠୀ, ଅତି ସୁନ୍ଦର କବିତା ପ୍ରସ୍ତୁତ କରିଥିଲେ
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here