ଭଞ୍ଜନଗର ଜିଆରଏସ ସଂଘର ନୂତନ କର୍ମକର୍ତ୍ତା ଚୟନ

0
335

ଭଞ୍ଜନଗର: ଭଞ୍ଜନଗର ବ୍ଳକ ଅଧୀନରେ ଥିବା ସମସ୍ତ ଗ୍ରାମ ପଂଚାୟତର ଗ୍ରାମ ରୋଜଗାର ସେବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂଘର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି। ବାରୁଡ଼ା ପଂଚାୟତର ଜିଆରଏସ ରବୀନ୍ଦ୍ର କୁମାର ପାତ୍ର ଙ୍କୁ ସଂଘ ପକ୍ଷରୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ସମ୍ପାଦକ ଭାବେ ଗାଲେରୀ ଜିଆରଏସ ଆଶିକ୍ କୁମାର, କୋଷାଧ୍ୟକ୍ଷ ଭାବେ ସୁନିତା କୁମାରୀ ଗୌଡ଼ ଓ ସଂଯୋଜକ ରୂପେ ଗୋଲାପଡା ଜିଆରଏସ ମୁନା ବେହେରା ଙ୍କୁ ମନୋନୀତ କରାଯାଇଛି। ସମସ୍ତ ନୂତନ କର୍ମକର୍ତ୍ତା ସେମାନଙ୍କ ଦାୟିତ୍ୱ ସୁଚାରୂପେ ତୁଲାଇବେ ବୋଲି କହିଛନ୍ତି।

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here