ସୋର ଅଞ୍ଚଳର ଜଣେ ଆଇନଜୀବୀଙ୍କୁ ପୋଲିସର ଦୁର୍ବ୍ୟବହାର ପ୍ରତିବାଦରେ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଆରଡିସିଙ୍କୁ ସ୍ମାରକପତ୍ର ପ୍ରଦାନ

0
260

ବ୍ରହ୍ମପୁର:ସୋର ରେ ଓକିଲ ପ୍ରତି ପୋଲିସର ମାତ୍ରାଧକ ଦୁର୍ବ୍ୟବହାର ର ପ୍ରତିବାଦ ରେ ଆଜି ଗଞ୍ଜାମ ଓକିଲ ସଂଘ ପକ୍ଷରୁ ସମ୍ପୂର୍ଣ କୋର୍ଟ ବର୍ଜନ କରିବା ସହ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।ଏଥିରେ ଅକିଲ ସଂଘ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ଉପ ସଭାପତି ଭାଗୀ ରାଓ, ସମ୍ପାଦକ ପ୍ରଦୀପ କୁମାର ବେହେରା, ସହ ସମ୍ପାଦକ ସୁଧୀର କୁମାର ପାତ୍ରଙ୍କ ସମେତ ବହୁ ବରିଷ୍ଠ ଓକିଲ ନିର୍ମଳ ସାହୁ, ମୋହନ ଶୀଙ୍ଗାରୀ,କପିଳ ପଟ୍ଟନାୟକ,ଅକ୍ଷୟ ପଟ୍ଟନାୟକ,ସୂର୍ଯ୍ୟକାନ୍ତ ସୁବୁଦ୍ଧି,ତାପସ ସାହୁ,ସୂର୍ଯ୍ୟ ନାରାୟଣ ଚୌଧୁରୀ,ପ୍ରଣବ ପଣ୍ଡା,ତ୍ରିଲୋଚନ ମହାପାତ୍ର,ପୂର୍ଣ୍ଣ ହୋତ୍ତା,ମନୋଜ ନାୟକ,ସରୋଜ ଦାସ,ମନୋଜ ରଥ,ଅଭୟ ପଣ୍ଡା,ପ୍ରଫୁଲ୍ଲ ଗୌଡ଼,ରଘୁ ପାଣିଗ୍ରାହୀ,ଅଲେଖ ବେହେରା,ଅସିତ୍ ସାବତ,କେସବ ମହାନ୍ତି ଙ୍କ ସମେତ ଶତାଧିକ ଓକିଲ ଯୋଗ ଦେଇଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here