ଜୁଆ ଆଡ୍ଡାରେ ଚଢ଼ାଉ : ୫ ଅଟକ, ୪୫୩୦୦ ଟଙ୍କା ଓ ୩ ଗୋଟି ବାଇକ ଜବତ

0
279

ବୁଗୁଡା : ବୁଗୁଡା ଥାନା ପୋଲିସକୁ ମିଳିଛି ଏକ ସଫଳତା। ବୁଗୁଡା ଥାନା ଅନ୍ତର୍ଗତ ସଙ୍କୁରୁ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୫ ଜଣ ଜୁଆଡି ଙ୍କୁ ଧରିବା ସହ ନଗଦ ୪୫ ହଜାର ୩୦୦ ଟଙ୍କା, ୩ ଗୋଟି ବାଇକ, ଓ ତାସ ଜବତ ହୋଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି । କୌଣସି ସୂତ୍ରରୁ ଖବର ପାଇ ବୁଗୁଡା ପୋଲିସ ସଙ୍କୁରୁ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଭାବେ ଚଢ଼ାଉ କରି ୫ ଜଣ ଜୁଆଡି ଙ୍କୁ ଧରିବାରେ ସଫଳ ହେବାସହ ସେମାନଙ୍କ ଠାରୁ ନଗଦ ୪୫ ହଜାର ୩ ଶହ ଟଙ୍କା, ୩ ଗୋଟି ବାଇକ, ଓ ତାସ ଜବତ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here