ଯୁବ ଆଇନଜୀବୀଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

0
234

ବ୍ରହ୍ମପୁର :ଆଜି ଗଞ୍ଜାମ ଓକିଲ ସଂଘର କନଫରେନ୍ସ ହଲ ଠାରେ ଯୁବ ଆଇନଜୀବୀ ଶରତ କୁମାର ପାଣଗ୍ରାହୀ ଙ୍କ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଂଘ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ଉପ ସଭାପତି ଭାଗୀ ରାଓ, ସମ୍ପାଦକ ପ୍ରଦୀପ ବେହେରା, ସହ ସମ୍ପାଦକ ସୁଧୀର କୁମାର ପାତ୍ର ଙ୍କ ସମେତ ମୋହନ ଶିଙ୍ଗାରି, ଅକ୍ଷୟ ପଟନାୟକ, ମନୋଜ ପଟ୍ଟନାୟକ, ତ୍ରିପତି ସାହୁ,କୁଞ୍ଜ ବିହାରି ପଣ୍ଡା, ମଦନ ପାତ୍ର, ସୂର୍ଯ୍ୟକାନ୍ତ ସୁବୁଦ୍ଧି,ବରୁଣ ଗୌଡ଼,କୃଷ୍ଣ ସାହୁ,ବାବୁ ନାୟକ,କିରଣ ମଣ୍ଡଳ,ଗିରିଜା ନାୟକ,ଅନିଲ ପଣ୍ଡା,ଦିବାକର ମହାପାତ୍ର,ମନୋଜ ପାଣିଗ୍ରାହୀ,ପ୍ରଦୀପ ଶତପଥି ଙ୍କ ସମେତ ବହୁ ଓକିଲ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here