ବିଜେପି ଯୁବମୋର୍ଚ୍ଚା ଦ୍ୱାରା ଔଷଧୀୟ ବୃକ୍ଷ ଚାରା ଓ ଖାଦ୍ୟ ସାମଗ୍ରୀ ବଣ୍ଟନ

0
312

ବ୍ରହ୍ମପୁର :କାର୍ଗିଲ ବିଜୟ ଦିବସ ଅବସରରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ 3no ୱାର୍ଡ ସ୍ଥିତ ଧୂବାବନ୍ଧ ହୁଡ଼ା ଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ଯୁବ ନେତା ମଧୁ ସୁଦନ ସାହୁ ଙ୍କ ନେତୃତ୍ୱ ରେ ପିଲାଙ୍କୁ ଚକଲେଟ ବିସ୍କୁଟ ବଣ୍ଟନ ସହ ମହିଳା ମାନଙ୍କୁ ଔଷଧୀୟ ବୃକ୍ଷ ଚାରା ବଣ୍ଟନ କରାଯାଇଛି ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଡ଼ ମଧୁ ସୁଦନ ସାହୁ, ସମାଜ ସେବି, ବାସୁଦେବ ସାହୁକାର, ଅଶୋକ ନିମାଇଁ, ଡ଼. ରାମହରି ଖଣ୍ଡୁଆଳ, ଉମା ଶଙ୍କର ପାଣି ,ଗୋଜେନ୍ଦ୍ର ଚୌଧୁରୀ, ଟି ବିଜୟ ରାଓ, ରବୀନ୍ଦ୍ର ସାବତ, ଦେବୀ ପ୍ରସାଦ ପାଢ଼ୀ, ତ୍ରିନାଥ ନାୟକ ଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତା କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ|

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here