ଗୋଚ୍ଛାବାଡ଼ି ସଙ୍ଗରୋଧରେ ୪୯ ସୁରାଟ ଫେରନ୍ତା l 

0
410

ପୋଲସରା(ନ୍ୟୁଜଏକ୍ସଟ୍ରା/ରତ୍ନାକର ସାହୁ):ସମ୍ପ୍ରତି ରାଜ୍ୟକୁ ପ୍ରବାସୀ ମାନଙ୍କ ଆଗମନ କ୍ଷିପ୍ର ଗତିରେ ଚାଲିଥିବା ବେଳେ ବିଭିନ୍ନ ସଙ୍ଗରୋଧ ଗୃହରେ ଏମାନଙ୍କୁ ରଖାଯାଉଛି l ଗତକାଲି ପୋଲସରା ବ୍ଲକ ଅନ୍ତର୍ଗତ ଗୋଚ୍ଛାବାଡ଼ି ପଞ୍ଚାୟତକୁ ଦୁଇଟି ବସରେ ଆସିଥିବା 49 ଜଣ ସୁରାଟ ଫେରନ୍ତାଙ୍କୁ ଗୋଚ୍ଛାବାଡ଼ି ବିଦ୍ୟାଳୟରେ ଥିବା ସଙ୍ଗରୋଧ ଗୃହରେ ରଖାଯାଇଛି l ଅପରାହ୍ନରେ ଗୋଟାଏ ବସରେ କିଛି ଆସିଥିବାବେଳେ ଅବଶିଷ୍ଟ ରାତ୍ରରେ ଆସିଥିଲେ l ସମସ୍ତଙ୍କୁ କଡା ସୁରକ୍ଷା ବଳୟରେ ରଖାଯାଇଥିବା ଜଣାପଡିଛି l 

LEAVE A REPLY

Please enter your comment!
Please enter your name here