ଭାରତୀୟ ତାରକା ପୁରସ୍କାରରେ ସମ୍ମାନିତ ହେଲେ ବାଲୁକା ଶିଳ୍ପୀ ସତ୍ୟ

0
259

ବ୍ରହ୍ମପୁର : ପ୍ରଶଂସନୀୟ ଓ ଅଭିନବ କଳାକୃତ୍ତି ପାଇଁ ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ସହରର ବାଲୁକା ଶିଳ୍ପୀ ସତ୍ୟ ମହାରଣା |ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଶ୍ରେଷ୍ଠକଳା କୃତି ପ୍ରଦର୍ଶନ ପାଇଁ ଗତ ୨୫ ତାରିଖରେ ମୁମ୍ବାଇ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଛନ୍ତି | ଏହି କାର୍ଯ୍ୟକ୍ରମରେ ଭାରତୀୟ ତାରକା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଶିଳ୍ପୀ ସତ୍ୟ ମହାରଣା | ଉକ୍ତ କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତା, ଅଭିନେତ୍ରୀ ତଥା ଗାୟକମାନେ ଯୋଗଦେଇଥିଲେ | ଅଭିନେତ୍ରୀ ପାୟଲ ଘୋଷ , ଅଭିନେତା ଶ୍ରୀ ହିଟେନ ତେଜୱାନି, ଗାୟକ ପଦ୍ମଶ୍ରୀ ଅନୁପ ଜାଲୋଟା, ଅଭିନେତା ପ୍ରିଥିବି, କମେଡି ଅଭିନେତା ସୁନୀଲ ପାଲ ,ଅଭିନେତ୍ରୀ ଆରତୀ ନାଗପାଲ ରାଜକୁମାରତିୱାରୀ ଜୁନିୟର ଗୁଥୀ, ଅଭିନେତା ପଙ୍କଜ ଇତ୍ୟାଦି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here