ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିଜେପି ପକ୍ଷରୁ ବିକ୍ଷୋଭ

0
274

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଆଜି ସକାଳ ୧୧ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ବିଦ୍ୟୁତ୍ ଏସଡିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖର ଗଣଧାରଣା କରିଥିଲେ ସେଥିରେ ମୁଖ୍ୟ ପ୍ରମୁଖ ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ସତପଥୀ,୫୫ନଂ ଜୋନ୍ ମଣ୍ଡଳ ସଭାପତି ପ୍ରଦୀପ ପଟ୍ଟନାୟକ,ଦେବାଶିଷ ପାଣିଗ୍ରାହୀ, ୫୩ନଂ ଜୋନ୍ ମଣ୍ଡଳ ସଭାପତି ସନତ୍ ନାହାକ,ଗୋପାଳପୁର ପୂର୍ବତନ ଏନଏସି ସଭାପତି ଅଶୋକ ବେହେରା,ବରିଷ୍ଠ ଦଳୀୟ କର୍ମୀ ପଞ୍ଚୁ ବେହେରା,ଦେବେନ୍ଦ୍ର ସାହୁ, ସୋମନାଥ ପାତ୍ର,ମିଟୁ ସାହୁ।ଏମାନେ ସମସ୍ତେ ଏକତ୍ରିତ ହୋଇ ଗୋପାଲପୁର ବିଦ୍ୟୁତ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଏସଡିଓ ଙ୍କୁ ସ୍ମାରକପତ୍ର ଦେଇ ନିଜ ଅଭିଯୋଗ ନମ୍ରତାର ସହିତ ଜଣାଇଥିଲେ l
ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here