ନବରଙ୍ଗପୁର ଜିଲ୍ଲାର ୧୦ ଟି ବ୍ଲକ ପାଇଁ ବିଜୁ ଛାତ୍ର ଜନତା ଦଳର ପକ୍ଷରୁ ଡିଜିଟାଲ ସେକ୍ରେଟାରୀ ନିଯୁକ୍ତି

0
333

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ବିଜୁ ଛାତ୍ର ଜନତା ଦଳର 10 ଟି ବ୍ଲକ୍ ପାଇଁ ଡିଜିଟାଲ ସେକ୍ରେଟାରୀ ଭାବେ ନବରଙ୍ଗପୁର ତୁଫାନ ନାୟକ,ଉମରକୋଟ ସେହେଜାଦ୍ ଅହମଦ୍,ଡାବୁଗାଁ ଦିବ୍ୟ ରଞ୍ଜନ ତ୍ରିପାଠୀ,ରାଇଘର ବିଜୟ କୁମାର ଗଣ୍ଡ, ଝରିଗାଁ ଅସିତ ମହାନ୍ତି, ଚନ୍ଦାହାଣ୍ଡି ଭୁଜ ରାଜ ସୋରୀ,ନନ୍ଦାହାଣ୍ଡି ଜତିନ ରାଜ ଭତ୍ରା, କୋଷାଗୁମୁଡା, ଶିବା ହରିଜନ, ତେନ୍ତୁଳୀଖୁଣ୍ଟି ଜଗନ୍ନାଥ ଯୋଶୀ, ପାପଡାହାଣ୍ଡି ଚନ୍ଦ୍ର ଶେଖର ମାଝୀ ଙ୍କୁ ଦାୟିତ୍ଵ ଦିଆ ହୋଇଥିବାରୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ , ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଡ଼ାବୁଗାଁ ବିଧାୟକ ଶ୍ରୀ ମନହର ରନ୍ଧାରି ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ , ପୂର୍ବତନ ବିଧାୟକ ଶ୍ରୀ ସୁବାଷ ଗଣ୍ଡ, ଜିଲ୍ଲା ସଂଯୋଜକ ଶ୍ରୀ ପ୍ରମୋଦ ପାଢ଼ି ଓ ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ଓ ମିଡ଼ିଆ କୋଡ଼ି ନେଟର ଶ୍ରୀ ଲଲିତ ସେଠି ଓ ବିଜୁ ଛାତ୍ର ଜନତା ଦଳର ନବରଙ୍ଗପୁର ଜିଲ୍ଲା ସଭାପତି ସୁଧାଂଶୁ ଦାସ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
ରିପୋର୍ଟ୍ –ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here