“ଓଡ଼ିଶୀ ନୃତ୍ୟାୟନ” ଅନୁଷ୍ଠାନ ଦ୍ୱାରା ଅନଲାଇନରେ ରଜ ଉତ୍ସବ ପାଳିତ

0
232

ବ୍ରହ୍ମପୁର : ରଜ ତିନିଦିନ ପାଳିତ ହୁଏ, କିନ୍ତୁ ୨ ବର୍ଷ ହେବ କରନା ମହା ମାରି ଜଗୁ ରଜ ମଉଜ ପୁରା ଫିକା ପଡି ଯାଇଚି । କିନ୍ତୁ “ଆଜି ହେଉଛି ରଜ, ରଜ ତିନିଦିନ ପାଳିତ ହୁଏ, କିନ୍ତୁ ୨ ବର୍ଷ ହେବ କରନା ମହା ମାରି ଜଗୁ ରଜ ମଉଜ ପୁରା ଫିକା ପଡି ଯାଇଚି । କିନ୍ତୁ “ଓଡ଼ିଶୀ ନୃତ୍ୟୟନ” ଅନୁଷ୍ଠାନ ଆଜି ଅନଲାଇନ ମାଧ୍ୟମରେ ର ରଜ ଉତ୍ସବ ପାଳନ କରିଛି । ଉକ୍ତ ଉତ୍ସବକୁ ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନିଶାଙ୍କ ମୁଖ୍ୟ ଅତିଥି ରୂପେ ଉଦ୍ଘାଟିତ କରିବା ଶହ ଡକ୍ଟର ବର୍ଣାଳି ବୈଶାଖୀ ପି.ଜି.ଟି ବାୟଲୋଜି କେସମ୍ମାନିତ ଅତିଥି ରୂପେ , ଶ୍ରୀ ସୁଦିପ ସାହୁ ବରିଷ୍ଟ ସାମ୍ବାଦିକ ଯୋଗ ଦେଇ କାର୍ଯ୍ୟ କର୍ମକୁ ଉଦଘାଟିତ କରିଥିଲେ । ଉକ୍ତ ଉତ୍ସବରେ ୫୦ ରୁ ଉର୍ଦ୍ଧ୍ବ କୁନି ଝିଅ ମାନେ ରଜ ପର୍ବ ଉପୋରେ ଏବଂ ପୁରାତନ ସଂସ୍କୃତି କୁ ଆଧାର କରି ଅନେକ ନୃତ୍ୟ ସହ ପୁଚିଖେଳ, ରଜ ସଜବାଜ, ଆଧୁନିକ ନୃତ୍ୟ ଆଦି ପ୍ରତି ଯୋଗୀତ। ହୋଇଥିଲା , ଏହି ପ୍ରତି ଯୋଗିତା ରେ ବିଚାରକ ଭାବେ, ନୃତ୍ୟ ଅଳଙ୍କାର ସୁଶ୍ରୀ ସଂଗୀତା ପାଣଗ୍ରାହୀ,ଶ୍ରୀ ଜିତେନ୍ଦ୍ର କୁମାର ଦାଶ ଲୋକନୃତ୍ୟ ଓ ଆଧୁନିକ ନୃତ୍ୟ ଗୁରୁ ଏବଂ ଶ୍ରୀ ସୁମନ କୁମାର ଦାଶ ଆସିଷ୍ଟାଟ ପ୍ରଫେସର୍ ଆଇ. ଜି. ଆଇ .ଟି. ସାରଙ୍ଗ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକର୍ମ କୁ ଓଡ଼ିଶୀ ନୃତ୍ୟଗୁରୁ ତଥା ଅନୁଷ୍ଠାନ ର ସଂପାଦକ ଶିବରାମ ବାରିକ ପରିଚାଳନା କରିଥିଲେ । କରିଛି । ଉକ୍ତ ଉତ୍ସବକୁ ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନିଶାଙ୍କ ମୁଖ୍ୟ ଅତିଥି ରୂପେ ଉଦ୍ଘାଟିତ କରିବା ଶହ ଡକ୍ଟର ବର୍ଣାଳି ବୈଶାଖୀ ପି.ଜି.ଟି ବାୟଲୋଜି କେସମ୍ମାନିତ ଅତିଥି ରୂପେ , ଶ୍ରୀ ସୁଦିପ ସାହୁ ବରିଷ୍ଟ ସାମ୍ବାଦିକ ଯୋଗ ଦେଇ କାର୍ଯ୍ୟ କର୍ମକୁ ଉଦଘାଟିତ କରିଥିଲେ । ଉକ୍ତ ଉତ୍ସବରେ ୫୦ ରୁ ଉର୍ଦ୍ଧ୍ବ କୁନି ଝିଅ ମାନେ ରଜ ପର୍ବ ଉପୋରେ ଏବଂ ପୁରାତନ ସଂସ୍କୃତି କୁ ଆଧାର କରି ଅନେକ ନୃତ୍ୟ ସହ ପୁଚିଖେଳ, ରଜ ସଜବାଜ, ଆଧୁନିକ ନୃତ୍ୟ ଆଦି ପ୍ରତି ଯୋଗୀତ। ହୋଇଥିଲା , ଏହି ପ୍ରତି ଯୋଗିତା ରେ ବିଚାରକ ଭାବେ, ନୃତ୍ୟ ଅଳଙ୍କାର ସୁଶ୍ରୀ ସଂଗୀତା ପାଣଗ୍ରାହୀ,ଶ୍ରୀ ଜିତେନ୍ଦ୍ର କୁମାର ଦାଶ ଲୋକନୃତ୍ୟ ଓ ଆଧୁନିକ ନୃତ୍ୟ ଗୁରୁ ଏବଂ ଶ୍ରୀ ସୁମନ କୁମାର ଦାଶ ଆସିଷ୍ଟାଟ ପ୍ରଫେସର୍ ଆଇ. ଜି. ଆଇ .ଟି. ସାରଙ୍ଗ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକର୍ମ କୁ ଓଡ଼ିଶୀ ନୃତ୍ୟଗୁରୁ ତଥା ଅନୁଷ୍ଠାନ ର ସଂପାଦକ ଶିବରାମ ବାରିକ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here