ଓଡିଶାରେ ବିଜୁଳି ଦର ବୃଦ୍ଧି ବିରୋଧରେ ଆମ୍ ଆଦମୀ ପାର୍ଟି ବ୍ରହ୍ମପୁର ତରଫରୁ ବିକ୍ଷୋଭ

0
241

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ଓଡିଶାରେ ବିଜୁଳି ଦରବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଆମରଣ ଅନଶନ ଗତ 7 ତାରିଖ ଠାରୁ ଅନଶନରେ ବସିଛନ୍ତି l ବ୍ରହ୍ମପୁରରେ ସ୍ଥାନୀୟ ମେଡିକାଲ ଖେଳ ପଡିଆ ନିକଟରେ ବ୍ରହ୍ମପୁର ବିଧାନ ସଭା ସଂଯୋଜକ ଆଦିତ୍ୟ ରଥଙ୍କ ନେତୃତ୍ୱରେ ବିଜୁଳି ବିଲ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରାଯାଇ ସହରରେ ପ୍ରଚାରପତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା l ଏଥିରେ ମନୋଜ ପାଢ଼ୀ, କାଳୀ ଦାସ, ରମେଶ ବେହେରା,ପର୍ଶୁରାମ ସାହୁ, ହର ପ୍ରସାଦ,ପ୍ରଦୀପ ଚୌଧୁରୀ,କୃଷ୍ଣ ବେହେରା, କୈଳାଶ ସେଠୀ, ଯୋଗେନ୍ଦ୍ର ସାହୁ ପ୍ରମୁଖ ସକ୍ରିୟ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here