ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିର୍ମିତ ଗୁଡଫ୍ୟାକ୍ଟ୍ରି ପରିଦର୍ଶନ କଲେ ନ୍ୟାସନାଲ ଡିଫେନ୍ସ କଲେଜ ଟିମ

0
371

ଆସିକା(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ରେ ମହିଳା ସଶକ୍ତି କାରଣ ଓ ଯିବିକା ମିଶନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଅର୍ଜନ କରୁଥିବା ଅନୁଷ୍ଠାନ ଗୁଡିକ ଭ୍ରମଣରେ ଆସିଛନ୍ତି ନ୍ୟାସନାଲ ଡିଫେନ୍ସ କଲେଜ ର ଏକ ଟିମ l ଏହି ଟିମ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗାଙ୍ଗପୁର ପଞ୍ଚାୟତ ର ଅଗ୍ରଣୀ ଗୃହ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିର୍ମାଣ କରାଯାଇଥିବା କଣ୍ଟଗୁଡ଼ ଫେକ୍ଟ୍ରି ପରିଦର୍ଶନ କରିଥିବା ବେଳେ 25 ଜାଣିଆ ଏହି ଟିମରେ ବହୁ ବିଦେଶି ପର୍ଯ୍ୟବେକ୍ଷକ ,ଅବସର ପ୍ରାପ୍ତ ସେନାଅଧିକାରୀ, ଗଞ୍ଜାମ ଜିଲ୍ଲା ଉନୟନ ଅଧିକାରୀ ସମେତ ସ୍ଥାନୀୟ ସାଂସଦ,ବିଧାୟିକା, ସରପଞ୍ଚ ଯୋଗଦେଇଥିଲେ l ଏହି ଟିମ ଆଜି ଗଞ୍ଜାମ ଜିଲ୍ଲା ର ଛତ୍ରପୁର, ଗଞ୍ଜାମ, ହିଞ୍ଜିଳିକାଟୁ ଓ ଆସିକା ବ୍ଲକ ର ଅଗ୍ରଣୀ ଅନୁଷ୍ଠାନ ଗୁଡିକ ପରିଦର୍ଶନ କରିଥିବା ସୂଚନା ମିଳିଛି ।

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here