ଅସୁରବନ୍ଧ ପଂଚାୟତରେ ହିତାଧିକାରୀ ଙ୍କୁ ଖାଉଟି କାର୍ଡ ଓ ଭତ୍ତା ବଣ୍ଟନ

0
286

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ସୋରଡାରେ ମାନ୍ୟବର ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଓ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ସୋରଡା ପଞ୍ଚ।ୟତ ସମିତି ର ଅଧକ୍ଷା ଶ୍ରୀମତୀ ସାଇବାଣି ମଲ୍ଲିକ, ପଞ୍ଚାୟତ ସମିତି ର ଉପ-ଅଧ୍ୟକ୍ଷ ଶ୍ରୀ ବିକକ ବେହେରା, ବିଜୁ ଜନତା ଦଳର ନଗର ସଭାପତି ଶ୍ରୀ ସଂଜୀବ ଅଧିକାରୀ,ଓ ବ୍ଲକ ବିଜୁ ଜନତା ଦଳର ସଭାପତି ଶ୍ରୀ ବସନ୍ତ କୁମାର ସ୍ୱାଇଁ,ସମାଜ ସେବୀ ଶ୍ରୀ ପ୍ରମୋଦ କୁମାର ବେବର୍ତା ପଟ୍ଟନାୟକ ଓ ଏହି 6ଟି ପଞ୍ଚ।ୟତ ର ହିତଧିକାରୀ ଙ୍କୁ ଅସୁରବନ୍ଧ, ଭାଗବନପୁର,ଗୋଛା, ଗାଜଲବ।ଡି, ଗେଂଜା,ବଡ଼ବଦାଙ୍ଗୀ, ଏହି ପଞ୍ଚ।ୟତର ସରପଞ୍ଚ ଓ ସମିତିସଭ୍ୟ ପ୍ରଭୃତି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ। ମାନ୍ୟବର ସାଂସଦ ଶ୍ରୀମତୀ ବିଷୋୟୀ ଏହି ୬ ପଞ୍ଚ।ୟତ ହିତଧିକାରୀ ମାନଙ୍କୁ ଖୋଉଟି କାର୍ଡ ଓ ଭତ୍ତାବଣ୍ଟନ କରିଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here