ମା ଜତର ମାଉଲି ଲୋହରl ସମାଜ ର ବୈଠକ

0
335

ଝରୀଗାଁ(ନ୍ୟୁଜଏକ୍ସଟ୍ରା) ଆଜି ଝରୀଗାଁ ବ୍ଲକ ଫୁଫୁଗାଁ ପଂଚାୟତ ପୁପୁଗାଁ ଠାରେ ଲୋହରl ସମାଜର. ସାଧାରଣ ବୈଠକ ହୋଇ ଯାଇଛି. Iଏହି ବୈଠକ ରେ ଝରୀଗାଁ ବ୍ଲକ ର ବହୁ କୋଣ ଅଣୁକୋଣ ରୁ ଲୋହାର ସମାଜ ର ଲୋକ ମାନେ ଯୋଗ ଦେଇଥିଲେ, ଲୋହରା ସମାଜ ର ସଂସ୍କାର ସଂସ୍କୃତି କୁ ବଂଚେଇ ରଖିବା ସହ. ଅର୍ଥ ନେତିକ ଏବଂ ଶିକ୍ଷ୍ୟା କ୍ଷେତ୍ର ରେ କିପରି ଆଗେଇବେ ସେଥିପାଇଁ ଲୋହରା ସମାଜ ର ସଂଗଠନ ମଜବୁତ ଦରକାର ଏବଂ ଜଣେ ବ୍ୟକ୍ତିର. ବିକାଶ ହେଲେ ହିଁ ସମାଜ ର ବିକାଶ. ହେଇପାରିବ ତେଣୁ ପ୍ରତ୍ୟେକ ଅଭିଭାବକ ଓ ଯୁବକ ମାନଂକୁ ଶିକ୍ଷ୍ୟା କ୍ଷେତରେ ପ୍ରଧାନୀୟଦିଆ ଯିବା ଲାଗି ବ୍ଲକ ସଭାପତି ସଭା ଲୋହାର ମତ ପ୍ରକାଶ କରିଥିଲେ. ଏହି ବୈଠକ ରେ ଉପସଭାପତି ବଳି ଲୋହରା, ଉପସଂମ୍ପାଦକ, ସୋମନାଥ ଲୋହରା, ମହନ ଲୋହରା କୋଷାଦକ୍ଷ, ରତନ୍ନ ଲୋହରା ଉପକୋଷଧକ୍ଷ, ଗଜେନ୍ଦ୍ର ଲୋହରା,ଦେବ ଲୋହରା, ଶ୍ୟାମ ଲୋହରା,ବନମାଳୀ ଲୋହରା, ପ୍ରମୁଖ ଉପସ୍ତିତ ଥିଲେ.

ରିପୋର୍ଟ :ଭୋଦେବ ଗୌଡ଼

LEAVE A REPLY

Please enter your comment!
Please enter your name here