ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ ପକ୍ଷରୁ ଉତ୍କଳ ଦିବସ ପାଳନ

0
299

ମୋହନା(ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲା ମୋହନା ସହର ରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ଦିବସସଂଘ ପକ୍ଷରୁ ଉତ୍କଳ ଦିବସ ପାଳନ ହୋଇଯାଇଛି। ଆଜି ମୋହନା ଯୁବକ ସଂଘ ର ସଭାପତି ଅଜିତ୍ ପାତ୍ର ଙ୍କ ନେତୃତ୍ୱ ରେ ମୋହନା ମୁଖ୍ୟ ବଜାର ସ୍ଥିତ ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଯୋଗ ଦେଇଥିବା ବେଳେ ବରିଷ୍ଟ ଶିକ୍ଷାବିତ୍ ମଧୁସୂଦନ ପାଢ଼ୀ, ଅଶୋକ କୁମାର ବେହେରା,si ସିନ୍ଧୁ ଶାର୍କା, ରବୀନ୍ଦ୍ର ନାରାୟଣ ପାଢ଼ୀ, ସୁମନ ପଟ୍ଟନାୟକ, ଜୀନୁ ପାତ୍ର, ବାଳକୃଷ୍ଣ ମାଝୀ, ଶ୍ରିନୁ ପାତ୍ର, ଗଣେଶ ମାଝୀ, ଆଦିତ୍ୟ ପଟ୍ଟନାୟକ, ସୁନୀଲ ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ରିପୋର୍ଟର-ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here