ମୁଣ୍ଡୁଳା ରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
264

ବେଗୁନିଆପଡା,(ନ୍ୟୁଜ ଏକ୍ସଟ୍ରା):ମଶା ବାହିତ ରୋଗରୁ ବର୍ତ୍ତିବା ପାଇଁ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମୁଣ୍ଡୁଳା ପଂଚାୟତର ଏକ ନମ୍ବର ଅଙ୍ଗନବାଡି କେନ୍ଦ୍ର ପରିସରରେ ସମସ୍ତ ପରିବାରକୁ ମସାରି ବଣ୍ଟନ କରାଯାଇଛି। ଚନ୍ଦନପୁର ସରପଞ୍ଚ ମଧୁସୂଦନ ସାହୁ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ଗାଁ କଲ୍ୟାଣ ସମିତି ସଭାପତି ସୁରେନ୍ଦ୍ର ଜେନା,ଏ ଏନ.ଏମ ଶୁଭଶ୍ରୀ ବେହେରା, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ମଲ୍ଲିକ,ଅଙ୍ଗନବାଡି କର୍ମୀ ନନ୍ଦିନୀ ପ୍ରଧାନ,ସହାୟିକା ,ଆଶା କର୍ମୀ ପ୍ରମୁଖ ଉପସ୍ଥିତ ରହି ମସାରି ବଣ୍ଟନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here