ଦକ୍ଷିଣାଞ୍ଚଳ ଡି ଏଫ ଓ ଙ୍କ ଦ୍ୱରା ସଚେତନ କାର୍ଯ୍ୟକ୍ରମ

0
364

ଆସିକା(ନ୍ୟୁଜଏକ୍ସଟ୍ରା) ଆଜି ଦକ୍ଷିଣ ଘୁମୁସର ର DFO ସତ୍ୟନାରାୟଣ ବେହୁରା ଧରାକୋଟ ଗ୍ରସ୍ତ କରି ଧରାକୋଟ ବନପାଳଙ୍କ ନୂତନ ଗୃହକୁ ଉଦଘାଟନ କରିବା ସହ ଧରାକୋଟ ନିକଟରେ ଥିବା କସେଇ ଠାରେ ଏକ ବୈଠକରେ ଯୋଗ ଦେଇଥିଲେ।କସେଇ ବନସୁରକ୍ଷା ସମିତି ମାଧ୍ୟମରେ ଗ୍ରାମର ଲୋକଙ୍କୁ ଜୀବନ ଜୀବିକା ମିଶନ ମାଧ୍ୟମରେ ଟେଇଲର ମେସିନ ଓ ଗ୍ରାମକୁ ହଣ୍ଡା ହାଣ୍ଡି ଆଦି ଯୋଗାଇଛନ୍ତି।ଏହା ସହ ଗ୍ରାମର ଲୋକଙ୍କୁ ଜଙ୍ଗଲର ଉପକରିତା,ବଣରେ ନିଁଆ ଲଗାଇବା ଦ୍ୱରା କଣ ସବୁ କୁପରିଣାମ,ଜଙ୍ଗଲ କୁ ସୁରକ୍ଷା କ୍ଷେତ୍ରରେ ଜନସାଧାରଣ ଙ୍କ ଭୂମିକା ଆଦି ବିଷୟରେ ବିସୃତ ଆଲୋଚନା କରିଥିଲେ।ଏହି କାଯ୍ୟକ୍ରମ ରେ ଆସିକା ରେଞ୍ଜର,ଧରାକୋଟ ବନପାଳ,ଓ ଗାଡ଼,କସେଇ VSS ସଭାପତି ଆଦି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here