ଚିଙ୍ଗୁଡ଼ିଖୋଲରେ ମଶାରୀ ବଣ୍ଟନ ଆରମ୍ଭ

0
266

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା) ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲରେ ମଶାରୀ ବଣ୍ଟନ ଆରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗ୍ରାମର ସମସ୍ତ ପରିବାରକୁ ପ୍ରାୟ ଦୁଇ ଦିନ ଧରି ଏହି ମଶାରୀ ବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମରେ ଏଏନଏମ୍ ସିନେମା ନାଥ, ଅଙ୍ଗନୱାଡ଼ି କୁନିମଣି ପଣ୍ଡା, ଛବି ମହାରଣା ,ଭାସ୍କର ଦାସ, ଆଶା, ଅଙ୍ଗନୱାଡ଼ି ସହାୟିକାଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here