ମାର୍ଲାଭା ଘାଟିରେ ଭେନ ଓଲଟି ୪ଜଣ ଗୁରୁତର

0
282

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା)ଗଜପତି ଜିଲ୍ଲା ରାୟଗଡା ଥାନା ଅନ୍ତର୍ଗତ ମାର୍ଲାଭା ଘାଟି ନିକଟ ରେ ଏକ ସଡ଼କ ଦୁର୍ଘଟଣାରେ ଏଇଚର ଭେନ ଓଲଟି ପଡିଛି, ଗାଡି ନମ୍ବର ଓଡି ୦୨ଏସ୍ ୬୫୬୪, ଜାତୀୟ ରାଜପଥ ୩୨୬,(ଏ) ର ସଡ଼କ ଦୁର୍ଘଟଣା ଘଟିଛି, ଘଟଣା ସ୍ଥଳରେ ୪ଜଣଙ୍କୁ ଆଘାତ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଥିବାବେଳେ ଘଟଣା ସ୍ଥଳରେ ରାୟଗଡା ଥାନା ଅଧିକାରୀ ପହଞ୍ଚିଥିଲେ ଏବଂ ଗୁରୁତର ଥିବା ଚାରି ଜଣଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୂଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।ଏ ଘଟଣା କୁ ନେଇ ରାୟଗଡା ଥାନା ରେ ଏକ କେସ 21/21u/s 279/337IPC, ମାମଲାରେ ରୁଜୁ କରାଯାଇଥିବା ସୂଚନା ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here