ଘରଚଟିଆକୁ ସୁରକ୍ଷା ଦେବା ପାଇଁ ଶିଳ୍ପୀ ସତ୍ୟଙ୍କ ବାର୍ତ୍ତା

0
295

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ଧୂଆଁରେ ଘରଚଟିଆ ତିଆରି କରି ସଚେତନାର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା।ପ୍ରତି ବର୍ଷ ମାର୍ଚ୍ଚ ମାସ ୨୦ ତାରିଖକୁ ବିଶ୍ବ ଘରଚଟିଆ ଦିବସ ରୂପେ ପାଳନ କରାଯାଏ । ଘର ଚଟିଆର ସୁରକ୍ଷା ତଥା ସଂରକ୍ଷଣ ଲାଗି ଏହି ଦିନଟି ସମର୍ପିତ । ଏମାନଙ୍କୁ ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ଓ ଜନସଚେତନତା କରିବା ଦ୍ୱାରା ବିଲୁପ୍ତ ଘରଚଟିଆ ପକ୍ଷୀର କଳରବ ପୁଣି ଥରେ ଗାଁ ଦାଣ୍ଡରେ କିଚିରି ମିଚିରି ମୁଖରିତ ହୋଇବ
ମୁ ମୋ କଳା ମାଧ୍ୟମରେ ଅନୁରୋଧ କରୁଛି ସମସ୍ତଙ୍କୁ ଏ ପକ୍ଷୀ ମନଙ୍କୁ ସୁରକ୍ଷା ଓ ଗ୍ରୀଷ୍ମର ତାତିରୁ ରକ୍ଷା କରିବା। ତୃଷ୍ଣାରେ ଜୀବଜଗତ ଆଉଟୁ ପାଉଟୁ ,ଆସନ୍ତୁ ଆମ ଘର ଦାଣ୍ଡ ଦୁଆରେ ଓ ଛାତ ଉପରେ ଘରଚଟିଆ ଓ ଅନ୍ୟ ପକ୍ଷୀର ଜଗତ କୁ ରକ୍ଷା କରିବା ପାଈଁ ଜଳ ପୂର୍ଣ୍ଣ ପାତ୍ର ରଖିବା । ନିଜେ ଖୁସି ଅନୁଭବ କରିବା ସହ ସେମାନଙ୍କୁ ଖୁସି ଦେବା

LEAVE A REPLY

Please enter your comment!
Please enter your name here