ମଙ୍ଗଳପୁର ଗ୍ରାମରେ ମସୁରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
270

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା) ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ମଙ୍ଗଳପୁର ଗାଁରେ ମସୁରୀ ବଣ୍ଟନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗ୍ରାମର ସମସ୍ତ ପରିବାରକୁ ମସୁରୀ ବଣ୍ଟନ କରାଯାଇଛି । ମଶାବାହିତ ରୋଗ ମେଲେରିଆ, ଡେଙ୍ଗୁ ଆଦି ରୋଗରୁ ରକ୍ଷା ପାଇବା ପାଇଁ ସରକାରଙ୍କ ତରଫରୁ ଏହି ମସୁରୀ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ଏ.ଏନ.ଏମ୍ ସିନେମା ନାଥ, ଅଙ୍ଗନୱାଡ଼ି ବିଜୟଲଷ୍ମୀ ଦାସ, ଭାସ୍କର ଦାସଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here