ଆସିକା ଉପ କାରାଗାରରେ କୋଭିଡ ଟିକାଦାନ

0
280

ଆସିକା (ନ୍ୟୁଜଏକ୍ସଟ୍ରା) ଆସିକା ଉପକାରାଗାରେ ଆଜି କଏଦି ମାନଙ୍କୁ କୋଭାକ୍ସିନ ଟିକା କରଣ କରାଯାଇଛି।କାରାଗାର ମଧ୍ୟରେ ଥିବା କଏଦି ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଉକ୍ତ ଟିକା କରଣ ପକ୍ରିୟା ଜାରି ରହିଥିଲା।ଜେଲ ୱାଡର ଶ୍ରୀ ଙ୍କ ତତ୍ବାବଧାନରେ ଉକ୍ତ ଟିକାକରଣ ପକ୍ରିୟା ହୋଇଥିଲା।୪୫ବର୍ଷରୁ ୫୯ବର୍ଷ ମଧ୍ୟରେ ୨୮ଜଣ ଏବଂ ୬୦ବର୍ଷରୁ ଉର୍ଦ୍ଧ ୭ଜଣଙ୍କୁ ଆଜି କୋଭାକ୍ସିନ ଟିକା ଦିଆଯାଇଥିବା ଜଣାପଡିଛି ।

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here