ମଙ୍ଗଳପୁର ମୁକ୍ତେଶ୍ଵର ମନ୍ଦିରର ନୁତନ କର୍ମକର୍ତା ଚୟନ

0
353

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ବେଲଗୁଣ୍ଠା ବ୍ଲକ ଅଧିନ ମଙ୍ଗଳପୁର ଗ୍ରାମରେ ଅବସ୍ଥିତ ବାବା ମୁକ୍ତେଶ୍ଵର ମଦିର ପରିସରରେ ଆଜି ସଭାପତି ଧୋବା ଆପଟ ଙ୍କ ସଭାପତିତ୍ୱ ରେଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗକୁ ଶିବରାତ୍ରି ଥିବାରୁ ପ୍ରତି ବର୍ଷ ଭଳି ମନ୍ଦିର ରେ ଅଷ୍ଟ ପ୍ରହର ନାମ ଓ ଅର୍ନ୍ୟ ଜଂଜ୍ଞ କରାଯିବା ପାଇଁ ସ୍ଥିର ହେଲା ଶ୍ରଦ୍ଧାଳୁ ଙ୍କ ଭିଡ଼ କୁ ଦେଖି ସମ୍ପୂର୍ଣ୍ଣ କରନା ନିୟମ ପାଳନ କରାଯିବ ।ନୂତନ ସଭାପତି ଭାବେ ଧୋବା ଆପଟ, ଉପସଭାପତି ସୁଧୀର ଆପଟ,ସଂପାଦକ ସରୋଜ କୁମାର ଆପଟ, କୋଷାଧ୍ୟକ୍ଷ ଦୁଇଜଣ ଗୋବର୍ଦ୍ଧନ ଆପଟ,ବାବୁଲା ଆପଟ, ଟ ଷ୍ଟ୍ରି ସରୋଜ ସ୍ୱାଇଁ ଅଭିମନ୍ୟୁ ଆପଟ ଏବଂ ଉପଦେଷ୍ଟା ପୁରୁଷୋତ୍ତମ ଆପଟ, ମାଧବ ଚନ୍ଦ୍ର ଆପଟ, ବଳରାମ ନାୟକ, ସନ୍ତୋଷ ଆପଟ ଙ୍କୁ ସର୍ବ ସମ୍ମତି କ୍ରମେ ନୂତନ ପରିଚାଳନ କମିଟି ଭାବେ ଚୟନ କରାଗଲା ସମସ୍ତ ନୁତନ କର୍ମକର୍ତା ମାନଙ୍କୁ ପିତାମ୍ବର ଅପଟ ସପଥ ପାଠ କରାଇଥିଲେ ଉତରୀୟ ପ୍ରଦାନ କରିଥିଲେ ସମାଜ ସେବୀ ନାରାୟଣ ଆପଟ ।ମନ୍ଦିର ର ଦୈନିକ ଭୋଗ ପାଇଁ ୧୦୦୧ ଟଙ୍କା ର ଆଜୀବନ ସଭ୍ୟ ସଂଗ୍ରହ କରାଯିବ ପାଇଁ ପ୍ରିୟବ୍ରତ ପଲେଇ ପ୍ରସ୍ତାଵ ଦେଇଥିଲେ ଓ ପାର୍ଶ୍ୱ ଦେବତା ଭାବେ ମହାବୀର ହନୁମାନ ଙ୍କ ବିଗ୍ରହ ନିର୍ମାଣ କରାଯିବା ପାଇଁ ନୂତନ ସଭ୍ୟ ମନେ କହିଥିଲେ। ବୈଠକରେ ଗ୍ରାମର ପ୍ରାୟ ସମସ୍ତ ପରିବାର ଯୋଗ ଦେଇ ମନ୍ଦିରର ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୁପେ ସଂପନ୍ନ କରିବାପାଇଁ ନିଷ୍ପତି ନେଲେ।ଏହି ସମସ୍ତ କାର୍ଯ୍ୟକ୍ରମ କୁ ସୁବାସ ଆପଟ, ବିଭୁତି ଜେନା,ନାରାୟଣ ଆପଟ,ଜଗନ୍ନାଥ ନାୟକ,ରାଜୀବଚରଣ ପଲେଇ,ହୃଦୟ ଆପଟ,କାଳୁ ମହାନ୍ତି,ସୂର୍ଯ୍ୟନାରାୟଣ ଖଟେଇ, ଗାନ୍ଧୀ ସ୍ୱାଇଁ, ବସୁ ଆପଟ, ସୁଶାନ୍ତ ଆପଟ,ଡାଇବାର ନାୟକ,ମଝି ସ୍ୱାଇଁ,ଓ ଅନ୍ୟମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here