ଡମ୍ଫର ଧକ୍କାରେ ପଞ୍ଚାୟତ ସମିତି ସଭ୍ୟ ମୃତ

0
604

ମୋହନା(ଅଂଶୁମାନ ପଣ୍ଡା) ଗଜପତି ଜିଲ୍ଲା ଅଡବା ଥାନା ଡେକାପଙ୍କା ଗାଁ ନିକଟରେ ଏକ ଡ଼ମ୍ଫର ଧକ୍କାରେ କଟାମା ପଂଚାୟତ ସମିତି ସଭ୍ୟ ପ୍ରଫୁଲ ମାଝିଙ୍କ ମୃତ୍ୟୁ ଘଟିଛି । ଆଜି ସକାଳୁ ସେ ନିଜ ଗାଁରୁ ବାଇକ ଯୋଗେ ମୋହନା ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ବାଲି ବୋଝେଇ ଡ଼ମ୍ଫର ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତି କଟିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here