ଶ୍ରୀଶ୍ରୀ ବ୍ରହ୍ମେଶ୍ୱର ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ

0
348

ଆସିକା(ଜଗନ୍ନାଥ ସାହୁ) ଶ୍ରୀଶ୍ରୀ ବ୍ରହ୍ମେଶ୍ୱର ଭଲିବଲ ଟୁର୍ନାମେଣ୍ଟ ର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି | ଏହି ଉଦଯାପନୀ ମ୍ୟାଚ ରୟାଲ ସିକ୍ସ ଓ ପାୱାର ସିକ୍ସ ମଧ୍ୟରେ ମୁକାବିଲା ହୋଇଥିଲା |ଏଥିରେ ପାୱାର ସିକ୍ସ ଦଳ ବିଜୟ ଲାଭ କରିଥିଲା |ମଙ୍ଗଳବାର ଏହି ଉଦଯାପନୀ ଉତ୍ସବ ରେ ବ୍ଳକ ଚେୟାରମ୍ୟାନ ଶ୍ରୀ ହରିକୁଷ୍ଣ ମଲ୍ଲିକବରିଷ୍ଠ ସମାଜସେବି ଶ୍ରୀ ବଂଶିଧର ନାହାକ, ପୂର୍ବତନ ବ୍ରୀଗେଡିୟର ଶ୍ରୀ ଅଭିମନ୍ୟୁ ରାଉତ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଖେଳାଳୀ ମାନକୁଂ ଟ୍ରଫି ପ୍ରଦାନ କରିଥିଲେ |ଯୁବ ଖେଳାଳି ଓ ଗ୍ରାମବାସୀ ଙ୍କ ଦ୍ୱାରା ଟୁର୍ନାମେଣ୍ଟ ଆରମ୍ଭ ରୁ ଉଦଯାପନୀ ଦିବସ ପର୍ଯ୍ୟନ୍ତ ସୁରୁଖୁରୁରେ ପରିଚାଳନା ହୋଇଥିବା ଯୋଗୁଁ ସଭାପତି ଶ୍ରୀ ଅନୁପକୁମାର ସାମଲ,ପୂର୍ବତନ ସରପଚଂ ଶ୍ରୀ ଭଜରାମ ଲେକାଂ, ଖେଳପ୍ରେମି ତଥା ଅପେରା ନିର୍ଦେଶକ ଶ୍ରୀ ପ୍ରମୋଦ ସାମଲ,ଶ୍ରୀ ପ୍ରଶ୍ନ ରାଉଳ,ଶିକ୍ଷକ ଶ୍ରୀ ପଚାଂନନ ନାହାକ,ବିପିନ ବିହାରୀ ମହାନ୍ତୀ,ଗଗାଂଧର ଗୌଡ,ଆଇ ଟି ଆଇ ଶିକ୍ଷକ ନବକିଶୋର ମହାନ୍ତୀ,ଭାବଗ୍ରାହି ରାଉତ,ଶିବାଜୀ ଦାସ,ପ୍ରଭାତ କୁମାର ଡାକୁଆ,ନାରାୟଣ ରାଉଳ,ଲକ୍ଷ୍ମୀ ନାରାୟଣ ନାହାକ ପ୍ରମୁଖ ଖୁସି ବ୍ୟକ୍ତ କରିଥିଲେ |

LEAVE A REPLY

Please enter your comment!
Please enter your name here