ଗାଙ୍ଗପୁର ପୋଲିସ ପକ୍ଷରୁ ମଦ ଜବତ, ଦୁଇ ଗିରଫ

0
293

ଗାଙ୍ଗପୁର(ଜଗନ୍ନାଥ ସାହୁ)ଗାଙ୍ଗପୁର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ 605 ଲିଟର ମଦ,2500 ଲିଟର ମେଲାସିସ ସମେତ ଦୁଇଗୋଟି ମୋଟର ସାଇକେଲ ଜବତ କରିବା ସହିତ ଦୁଇଜଣଙ୍କୁ ଗୀରଫ କରିଛି।କୁଲାଙ୍ଗି ଗ୍ରାମ ଠାରେ ଉକ୍ତ ମଦ ପ୍ରସ୍ତୁତ ହେଉଥିବା ବେଳେ ଅବକାରୀ ଚଢାଉ ହୋଇଥିଲା।ଏହି ଘଟଣାକୁ ନେଇ ଗାଙ୍ଗପୁର ପୁଲିସ ଦୁଇଟି କେସ ରୁଜୁ କରିବା ସହିତ ଦୁଇଜଣଙ୍କୁ ଗୀରଫ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here