ସାମ୍ବାଦିକଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

0
302

ଉମରକୋଟ(ଵାଲା କ୍ରିଷ୍ଣା ସାହୁ) ନବରଙ୍ଗପୁର ଜିଲ୍ଲା ଉମରକୋଟ ପ୍ରେସ କ୍ଲବ ତରଫରୁ ଗତ କାଲି ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଦୈନିକ ଖବର କାଗଜ “ସକାଳ” ଡ଼ାବୁଗାଁ ବ୍ଲକ୍ ପ୍ରତିନିଧି ସ୍ବର୍ଗତ ସତ୍ୟଜିତ ମାଦଳା ଙ୍କ ଆମର ଆତ୍ମା ର ସଦ୍ ଗତି କାମନା କରି ଏକ ଶୋକ ସଭା ର ଆୟୋଜନ କରାଯାଇଥିଲା । ଉମରକୋଟ ପ୍ରେସ କ୍ଲବ ର ସମ୍ପାଦକ କୃଷ୍ଣ ପ୍ରସାଦ ପଟନାୟକ ଙ୍କ ସଭାପତିତ୍ବ ରେ ଆୟାଜିତ ଏହି ଶୋଭା ରେ ସ୍ୱର୍ଗତ ଆତ୍ମା ର ଶଦ୍ ଗତି କାମନା କରି ଦୁଇ ମିନିଟ୍ ପାଇଁ ନିରବ ପର୍ଥାନା କରାଯାଇଥିଲା । ଏହି ସଭା କ୍ଲବ ର ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ । ଯେଉଁ ମାନେ ଉପସ୍ଥିତ ନଥିଲେ ସେମାନେ ଭର୍ଚୁଅଲ୍ ରେ ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here