ନୂତନ ମାର୍କେଟ କମ୍ପ୍ଲେକ୍ସର ଉଦଘାଟନ

0
402

କୋଷାଗୁମୁଡା(ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ବୃହତ ମାର୍କେଟ କମ୍ପ୍ଲେକ୍ସ ର ଶୁଭ ଉଦଘାଟନ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ,ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ସଦାଶିଵ ପ୍ରଧାନୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଅର୍ଜୁନ ତ୍ରିପାଠୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି, ସାଂସଦ ପ୍ରତିନିଧି ସୁନୀଲ ସାହୁ ଏବଂ ବାବୁଲି ମିଶ୍ର, ବ୍ଲକ ସଭାପତି ଦୟାନିଧି , କୋଷାଗୁମୁଡା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ବକ୍ସି , ପ୍ରଫୁଲ ନାଗ ଙ୍କ ସମେତ ବହୁ ବିଜେଡି ଦଳର କର୍ମକର୍ତ୍ତା ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here