ଏସୋସିଏସନ ଅଫ ବ୍ରହ୍ମପୁର କୋରିଓଗ୍ରାଫର ଏବଂ ଡ୍ୟାନ୍ସ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ

0
315

ବ୍ରହ୍ମପୁର() ମା ଗଙ୍ଗେଇଶୁଣି(ଗଙ୍ଗା ଚଣ୍ଡୀ) ଙ୍କ ପୀଠ ରେ ଏସୋସିଏସନ ଅଫ ବ୍ରହ୍ମପୁର କୋରିଓଗ୍ରାଫର ଏବଂ ଡ୍ୟାନ୍ସ ସଂଘର ବନ୍ଧୁମିଳନ ଓ ଦ୍ବିତୀୟ ବଣଭୋଜିର ସଭା ଅନୁଷ୍ଠିତ ହୋଯାଇଅଛି । ଉକ୍ତ କାର୍ଯ୍ୟକ୍ରମ ରେ ସଙ୍ଘ ର ସଭାପତି ତଥା ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଶୁଭେଚ୍ଛା ଜଣାଇଛନ୍ତି , ସଂଘ ର ଉପ- ସଭାପତି ଶ୍ରୀ ଏମ.ମୁରଲୀ ମୋହନ ତଥା ସଙ୍ଘ ର ଉପଦେଷ୍ଟା ଓ ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନିଶଙ୍କ , ଉପଦେଷ୍ଟା ରାଜେନ୍ଦ୍ର କୁମାର ବେହେରା ବିଜେଡି ନେତା ମୁକୁନ୍ଦ ଗଉଡ ପ୍ରମୁଖ ଯୋଗୋଦାନ କରିଥିଲେ ।
ଏହା ସହ ସଙ୍ଘ ର ସମ୍ପାଦକ ଗୁରୁ ଶିବରାମ ବାରିକ ସହ ସମ୍ପାଦକ k. ତାରିଣୀ (ତରୁଣ) କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷିନୀ ବେହେରା କାର୍ଯ୍ୟକାରୀ ସଭାପତି ଶ୍ରୀ ଗୁରୁ ଜୟନ୍ତ କୁମାର ଆଚାର୍ଯ୍ୟ , କାର୍ଯ୍ୟକାରୀ ସଂପାଦକ ଯତୀନ ବାଡ ତ୍ୟା ସହିତ ଚନ୍ଦ୍ରଦେବ ମହାରଣା, ଜିତେନ୍ଦ୍ର କୁମାର ଦାଶ୍,d. କ୍ରିଷ୍ଣା ମୋହନ, ଆପନ୍। ମହାରଣା, ଶିଶିର କାନ୍ତ ନାୟକ , ଅୟେଶ। ପାତ୍ର,ମୀନା ଦାସ, ରବି ସନ୍ତଶ୍ ପଟ୍ଟନାୟକ, ଶେଖର ଶୁମନ୍ ମାଝୀ, ଗଣେଶ ମିସ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here