ସମ୍ମନୀତ ଶିଶୁବିକାଶ ପ୍ରକଳ୍ପ ଆସିକା ପକ୍ଷରୁସଡକ ସୁରକ୍ଷା ମାସ ଅନୁଷ୍ଠିତ

0
326

ଆସିକା(ଜଗନ୍ନାଥ ସାହୁ)ସମ୍ମନୀତ ଶିଶୁବିକାଶ ପ୍ରକଳ୍ପ ଆସିକା ପକ୍ଷରୁ ସାନ୍ତରାପୁର,ଚେରମାରିଆ,ଧନୀଜା ଆଦି ଗ୍ରାମଗୁଡିକରେ ଅନୁଷ୍ଠିତ ହୋଇଛି ସଡକ ସୁରକ୍ଷା ମାସ। ଉକ୍ତ କାର୍ଯ୍ୟକ୍ରମ ଆସିକା ଶିଶୁ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଭାରତୀ ମହାପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ହୋଇଅଛି। ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀ ମାନଙ୍କ ଉପସ୍ଥିତିରେ ଗ୍ରାମର ମହିଳା ମାନଙ୍କୁ ନେଇ ସଡକ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ସହିତ ଏକ ଜନସଚେତନତା ରାଲି କରାଯାଇଅଛି। ଧନୀଜା ସମିତିସଭ୍ୟ,ଅଙ୍ଗନୱାଡି ସୁପରଭାଇଜ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here