ରାଜ୍ୟ କାୟାକଳ୍ପର ୩ ଜଣିଆ ଡାକ୍ତରୀ ଟିମ ଦ୍ଵାରା ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ

0
316

ଆସିକା(ଜଗନ୍ନାଥ ସାହୁ) ରାଜ୍ୟ କାୟାକଳ୍ପ ଟିମର ଏକ ତିନି ଜଣିଆ ଡାକ୍ତରୀ ଟିମ୍‌ ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟଶୈଳୀକୁ ଅନୁଧ୍ୟାନକରିଛନ୍ତି। ଏହି ଟିମ୍‌ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ପୃଦ୍ଧାଞ୍ଜଳି ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନର ପରାମର୍ଶଦାତା ଡାକ୍ତର ବିଜୟ କୁମାର ଷଡ଼ଙ୍ଗୀ,ଡାକ୍ତର କେ.
ରଶ୍ମି ପ୍ରମୁଖ ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହ ଭାରପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର ଦିପକ ସାମନ୍ତରାଙ୍କ ସହ ମେଡିକାଲର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ବିଷୟରେ ଆଲୋଚନା କରି ନଥି ପତ୍ର ଯାଞ୍ଚକରିଥିଲେ ।

LEAVE A REPLY

Please enter your comment!
Please enter your name here