ଅଙ୍ଗନୱାଡି କେନ୍ଦ୍ରରେ ପୋଷାକ ବଣ୍ଟନ ମେଳା

0
308

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା, ବୁଗୁଡା ଏନଏସି ଅନ୍ତର୍ଗତ ୫ ନଂ ୱାର୍ଡର ପୁରୁଣା ବାଲିପିଣ୍ଡି ସାହିର ଅଙ୍ଗନୱାଡି କେନ୍ଦ୍ରରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନୱାଡି କେନ୍ଦ୍ରର ସମସ୍ତ ଶିଶୁଙ୍କୁ ପୋଷାକ, ସ୍ବେଟର, ବୁଟ୍, ଓ ସକସ ପ୍ରଦାନ କରାଯାଇଥିଲା। ପୋଷକ ବଣ୍ଟନ ମେଳାରେ ବୁଗୁଡା ସୁପ୍ରଭାଇଜର ଜି. ରଶ୍ମି, ଅଙ୍ଗନୱାଡି କର୍ମୀ ପ୍ରମୋଦା ପାଢ଼ୀ, ସହାୟିକା ସଂଯୁକ୍ତା ମହାରଣା, ସ୍ୱୟଂ ସହାୟକ ଗୋଷ୍ଠୀ ସଭାନେତ୍ରୀ ଲିଲିମା ଗୌଡ଼ ପ୍ରମୁଖ ଉପସ୍ଥିତିରେ ଶିଶୁମାନଙ୍କୁ ପୋଷାକ, ସ୍ବେଟର, ବୁଟ୍ ଓ ସକସ ବଣ୍ଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here