ଓଡିଶା ମୋ ପରିବାର ତରଫରୁ ଜୀବନବିନ୍ଦୁ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

0
285

ବ୍ରହ୍ମପୁର() ଓଡିଶା ମୋ ପରିବାର ତରଫରୁ ଜୀବନବିନ୍ଦୁ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡାଙ୍କ ବାସଭବନରେ ଆଜି ସନ୍ଧ୍ୟା 4.00 ସମୟରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସଞ୍ଜିତ୍ ପାଣିଗ୍ରାହୀ, ଯୁବ ସଭାପତି ଅଜିତ୍ କୁମାର ପଣ୍ଡା, ସୁବାଷ ମହାରଣା, ପୂର୍ବତନ ମେୟର କେ. ମାଧବୀ,ଛାତ୍ର ଯୋନ୍ ସଭାପତି ଜ୍ୟୋତି ରଞ୍ଜନ ସାହୁ, ବିଜୟ ସାମଲ, ମଳୟ ବିଶୋୟୀ, ମଦନ ମୋହନ ଦଳାଇ, ନଳିନୀ ଦେବଦର୍ଶ, ନେତାଜୀ ପାତ୍ର, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଅସିତ୍ କୁମାର ସାବତ, ତାପସ ସାହୁ, ସୁଧାକର ସ୍ଵାମୀ, ମଧୁସୂଦନ ଆଚାରୀ, ସତୁ ଭାଇ, ନିଖିଲ ଚୌଧୁରୀ, ଶୋଭେନ ନାୟକ, ତେଜେଶ୍ୱର ସ୍ଵାମୀ, ରାକେଶ ସେଠି ଲକ୍ଷ୍ମୀପ୍ରିୟା ପାଢୀ ଙ୍କ ସହିତ ବିଜୁ ଜନତା ଦଳର ବହୁ କର୍ମୀ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ 35 ରୁ ଉର୍ଦ୍ଧ ରକ୍ତ ଦାନ ହୋଇଥିଲା l

LEAVE A REPLY

Please enter your comment!
Please enter your name here