ଶିଶୁ ସାହିତ୍ୟ ବିକାଶ ପରିଷଦର ପ୍ରତିଷ୍ଠାତା ସଭାପତି କବିଶ୍ରୀ ଅଭିରାମ ପଣ୍ଡାଙ୍କ ପରଲୋକ

0
266

ବ୍ରହ୍ମପୁର()ଶିଶୁ ସାହିତ୍ୟ ବିକାଶ ପରିଷଦ ର ପ୍ରତିଷ୍ଠାତାସଭାପତି କବିଶ୍ରୀ ଅଭିରାମ ପଣ୍ଡା ଆଜି ଅର୍ଥାତ୍ ୧୭/୧୧/୨୦ ମଙ୍ଗଳବାର ପୂର୍ବାହ୍ନ ୧୧ଘ.ସମୟରେ ଇହଲୀଳା ସମ୍ବରଣ କଲେ। ତାଙ୍କର ଦେହାବସାନରେ ଓଡ଼ିଶା ଶିଶୁ ସାହିତ୍ୟ ର ଅପୂରଣୀୟ କ୍ଷତି ଘଟିଲା। ସ୍ବର୍ଗତ କବିଶ୍ରୀ ଅଭିରାମ ପଣ୍ଡା ଶିଶୁ ସାହିତ୍ୟ ବିକାଶ ପରିଷଦ ସହ ଫଲଗୁ ସାହିତ୍ୟ ସଂସଦ ଉପଦେଷ୍ଟା, ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ପ୍ରତିଷ୍ଠାତା ସଦସ୍ୟ ତଥା ଉପଦେଷ୍ଟା ରହି ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ରୁ ଉର୍ଦ୍ଧ୍ବ କାଳ ସାରସ୍ବତ ସାଧନାରେ ନିମଗ୍ନ ଥିଲେ। ତାଙ୍କର ଅବିସ୍ମରଣୀୟ ସ୍ମୃତି ପ୍ରତି ଅଶ୍ରୂଳ ଶ୍ରଦ୍ଧାଞ୍ଜଳି ସହ ଅମର ଆତ୍ମା ର ସଦଗତି କାମନା କରୁ।ଶିଶୁ ସାହିତ୍ୟ ବିକାଶ ପରିଷଦ

LEAVE A REPLY

Please enter your comment!
Please enter your name here