ଆସିକା ବାବନପୁର ଠାରେ ବିଦ୍ୟାର୍ଥୀ କଲ୍ୟାଣ ସହାୟତା କାର୍ଯ୍ୟକ୍ରମ ଆରମ୍ଭ

0
289

ଆସ୍କା(ଜଗନ ପଣ୍ଡା) “ବାବନପୁର ସ୍ଥିତ ରାଜୀବଗାନ୍ଧି ସେବା କେନ୍ଦ୍ର ଠାରେ କୋଭିଡ୍ -୧୯ ନିୟମକୁ ଦୃଷ୍ଟିରେ ରଖ୍ ପ୍ରଣବ ଏଜୁକେସନାଲ୍ ସୋସାଇଟିର “ମନ୍” ରିସର୍ଚ ୟୁନିଟି ତରଫରୁ ।ବିଦ୍ୟାର୍ଥୀ କଲ୍ୟାଣ ସହାୟତା କାର୍ଯ୍ୟକ୍ରମରେ ସ୍ଥାନୀୟ ପଞ୍ଚାୟତର 11 ଜଣ ଆଥିକ ଅନଗ୍ରସର ବିଦ୍ୟାର୍ଥୀଙ୍କୁ ଶିକ୍ଷାଉପକରଣ ବଣ୍ଟନ କରାଯିବା ସହ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟକ୍ରମ “ଧ୍ୟାନ ମାଧ୍ୟମରେ ଚାପମୁକ୍ତ ଶିକ୍ଷା କିପରି ସମ୍ଭବ, ତାହା କାର୍ଯ୍ୟତଃ ପଦର୍ଶନ କରାଯାଇ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଆସିକା ବିଡିଓ ଶ୍ରୀ ରୋଶନ୍ ସତପଥି,ସ୍ଥାନୀୟ ସରପଞ୍ଚ ସୌଦାମିନୀ ନାୟକ,ଧନଞ୍ଜୟ ମହାପାତ୍ର, ବିଚିତ୍ର ବିହାରୀ ଦାସ, ଉତର କୁମାର ପରିଡା, ଅନୋଜ କୁମାର ପାଣିଗ୍ରାହୀ, ଧିରେନ୍ଦ୍ର ମହାନ୍ତି,ଭଗବାନ ମହାରଣା, ମନୋରଞ୍ଜନ ମହାପାତ୍ର, ଏମ୍ ଏରେନା ପାତ୍ର, ରବିନ୍ଦ୍ର ବେହେରା, ସତ୍ୟ ନାରାୟଣ ସାହୁ,ସନ୍ତୋଷ କୁମାର ଦାସ, ଜଗନ୍ନାଥ ଚୌଧୁରୀ,ଯଜ୍ଞ ନାରାୟଣ ନାୟକ,ଜଗନ୍ନାଥ ଜେନା, ସୁନିଲ କୁମାର ଗୌଡ,ଧିରେନ୍ଦ୍ର ପଣ୍ଡା, ହରେକୃଷ୍ଣ ଲେଙ୍କା, ସୁରଜ ମିଶ୍ର, ନରସିଂହ ମିଶ୍ର, ସୁନୀଲ ସାହୁ, ବସନ୍ତ କୁମାର ମିଶ୍ର, ଶିବ ଜେନା, ଜଗଧିଶ ପ୍ରଧାନ, ବିଜୟ ଜେନା, ମନୋଜ ପାତ୍ର, ଭବକୃଷ୍ଣ ମହାନ୍ତି, ପ୍ରଦୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here