ଅମାନିଆ ବାଇକ ଚାଳକଙ୍କୁ ଜରିମାନା

0
309

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବଜାରରେ ବାଇକ ଚାଳକଙ୍କ ବେପରୁଆ ଗାଡିଚାଳନା ଏବଂ କରୋନା ନିୟମକୁ ବେଖାତିର କରି ଏଣେତେଣେ ବିଚରଣ କରୁଥିବା ଅମାନିଆଙ୍କୁ ସାବାଡ଼ କରିବା ପାଇଁ ବେଗୁନିଆପଡା ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l ଗୁରବାର ଏବଂ ଶୁକ୍ରବାର ଦିନ ବିଭିନ୍ନ ସ୍ଥାନରୁ ଗାଡିଚାଳକଙ୍କ ଠାରୁ ପନ୍ଦର ହଜାରରୁ ଉର୍ଦ୍ଧ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି l ଏହି ଅଭିଯାନ ଆଗକୁ ଜାରି ରହିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ l 

LEAVE A REPLY

Please enter your comment!
Please enter your name here