ହିଂଜିଳି ଥାନା ପକ୍ଷରୁ କୋରନା ସଚେତନତା ରାଲି

0
280

ହିଂଜିଲିକାଟୁ(ହିମାଂଶୁ ବେହେରା) ହିଞ୍ଜିଳିକାଟୁ ଥାନା ପକ୍ଷରୁ କୋଭିଡ଼ ସଚେତନତା ଉପରେ ଏକ ରାଲି ଅନୁଷ୍ଠିତ ହୋଇଯାଇଛି l ଏହି ରାଲି ରେ ବ୍ୟବସାୟ ଙ୍କ ପଞ୍ଚସୂତ୍ର ନିୟମ ପାଳନ କରିବା କୁ ସଚେତନତା କରାଯାଇଥିଲା l ଏହି ରାଲି ହିଞ୍ଜିଳିକାଟୁ ଥାନା କାର୍ଯ୍ୟାଳୟ ରୁ ବାହାରି ଅସ୍ଥାୟୀ ବଷ୍ଟାଣ୍ଡ ଛକ, ବ୍ଲକ ଛକ, ବିଜୁପଟ୍ଟନାୟକ ଛକ, ପରିବା ବଜାର ବାଇଞ୍ଚବଣିଆ ଛକ ହୋଇ ଥାନା ରେ ପହଞ୍ଚି ଥିଲେ ଓ ସଚେତନତା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଏସ ଡି ପିଓ ସୂର୍ଯ୍ୟ ମଣି ପ୍ରଧାନ ଥାନା ଅଧିକାରୀ ଅଭିମନ୍ୟୁ ଦାସ, ପୌରପରିଷଦ ନିର୍ବାହି ଅଧିକାରୀ ଡଃ.ମନୋରଂଜନ ସାହୁ, ସମେତ ଥାନା ର ଉପସ୍ଥିତ ସରକାରୀ କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l

LEAVE A REPLY

Please enter your comment!
Please enter your name here